2024-04-01 21:56:40
(ତୁମ ମାନଙ୍କ ସାମ୍ନାରେ ମୁ କିଛି ନକହି
Class ରେ ଖାଲି ଠିଆ ହେଲେ ବି )
ମୋ ନିରବତା ତୁମ ଆଗରେ ,ଗପ ହେଇଯାଏ..
ତୁମ ପାଖରେ, ତୁମ ଆଗରେ ଆଉ ତୁମ ଭିତରେ
ମୋ ପରିବାର (Family) ପୁରା ହେଇଯାଏ..
ବାଟବଣା ହେଲେ ବି ,ସେ ହଜିବାର ଆନନ୍ଦ ଥାଏ..
ତୁମ ପାଇଁ ଖଟିବାର ବି ମଜା ଅଲଗା ଥାଏ..
ତୁମ ଆଗରେ ମୋ ନିରବତା ବି ଗପ ପାଲଟି ଯାଏ ...
English Marathon in SIR ODIA YouTube coming soon
400 + mCQs
12.9K views18:56